ଆଜିଠୁ ଆଇପିଏଲ୍ : ବେଟିଂ ବଜାର ଚଳଚଞ୍ଚଳ ବ୍ରହ୍ମପୁରରେ ନୂଆ କିଙ୍ଗପିନକୁ ନେଇ ଚର୍ଚ୍ଚା

ବ୍ରହ୍ମପୁର: ଭାରତର କ୍ରିକେଟ୍ ପର୍ବ ଭାବେ ପରିଚିତ ଆଇପିଏଲ୍(ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍)ର ୧୫ତମ ସଂସ୍କରଣ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଉଦ୍‌ଘାଟନୀ ସନ୍ଧ୍ୟାରେ ଗତଥରର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ ଓ ଉପବିଜେତା କଲିକତା ନାଇଟ୍ ରାଇଡ଼ର୍ସ୍ ମୁହାଁମୁହାଁ ହେବେ। ମୋଟ ୧୦ଟି ଟିମ୍‌କୁ ନେଇ ଏହି ପ୍ରତିଯୋଗିତା ଆଗାମୀ ୨ମାସ ଧରି ଚାଲିବ। ଏଥିପାଇଁ କେବଳ ଭାରତ ନୁହେଁ ସମଗ୍ର ବିଶ୍ବ କ୍ରିକେଟ୍ ପ୍ରେମୀ ଉତ୍ସାହିତ ଅଛନ୍ତି। ଆଇପିଏଲ୍ … Continue reading ଆଜିଠୁ ଆଇପିଏଲ୍ : ବେଟିଂ ବଜାର ଚଳଚଞ୍ଚଳ ବ୍ରହ୍ମପୁରରେ ନୂଆ କିଙ୍ଗପିନକୁ ନେଇ ଚର୍ଚ୍ଚା